ପାଣି ପୀଡ଼ନ Pāṇi pīṟḍ̠ana

  • ସଂ. ବି. (ପାଣି+ପୀଡ଼ନ=ଗ୍ରହଣ) — ପାଣିଗ୍ରହଣ; ବିବାହ — Marriage; wedding
  • ସଂ. ବି. (ପାଣି+ପୀଡ଼ନ=ଗ୍ରହଣ) — ବିଭାବ ସୁବଂଶୀ ଜୟପୁର ପତି କରିବେ କୃଷ୍ଣାଙ୍କ ପାଣି ପୀଡ଼ନ। ନନ୍ଦକିଶୋର, କୃଷ୍ଣକୁମାରୀ।