ପାଣି ପିଢ଼ା Pāṇi piṟḍ̠ẖā
- ଦେ. ବି. (ସହଚର) (ସଂ. ପାନୀୟ+ପୀଠ) — ଆଗନ୍ତୁକ ବ୍ୟକ୍ତିଙ୍କୁ ଗୋଡ଼ ଧୋଇବା ପାଇଁ ପାଣି ଓ ବସିବା ପାଇଁ ଦିଆଯିବା ପିଢ଼ା; ପାଦ୍ୟ ଓ ଆସନ — Water to wash the feet and a stool to sit upon (given to an incoming guest)
- ଦେ. ବି. (ସହଚର) (ସଂ. ପାନୀୟ+ପୀଠ) — ଏହି ଦ୍ୱିଜଙ୍କୁ ପାଣି ପିଢ଼ା ଆଣିଦିଅ। କୃଷ୍ଣସିଂହ, ମହାଭାରତ, ଆଦି।