ପାଣି ପିଇବା Pāṇi pi-ibā

  • ଦେ. କ୍ରି — ଜଳ ପାନ କରିବା — To drink water
  • ଦେ. କ୍ରି — ଜଳଖିଆ କରିବା — To take light refreshment
  • ଦେ. କ୍ରି — କୌଣସି କାର୍ଯ୍ୟ କରି ଅତି କ୍ଳାନ୍ତ ହେବା — To be overtired by doing work