ପାଣି ପିଆଇବା Pāṇi piāibā
- ଦେ. କ୍ରି. (ପାଣି ପିଇବାର ଣିଜନ୍ତ ରୂପ) — ଅନ୍ୟ ବ୍ୟକ୍ତିକୁ ଜଳପାନ କରିବାକୁ ଦେବା — To give a person water to drink
- ଦେ. କ୍ରି. (ପାଣି ପିଇବାର ଣିଜନ୍ତ ରୂପ) — ସଂଜ୍ଞାହୀନ ବା ମୁମୂର୍ଷୁ ବ୍ୟକ୍ତିର ମୁଖରେ ଜଳ ଦେବା — To pour water into the mouth of a senseless or dying person
- ଦେ. କ୍ରି. (ପାଣି ପିଇବାର ଣିଜନ୍ତ ରୂପ) — କୌଣସି ବ୍ୟକ୍ତିକୁ ଜଳଖିଆ ଖୁଆଇବା — To give a person some light refreshment
- ଦେ. କ୍ରି. (ପାଣି ପିଇବାର ଣିଜନ୍ତ ରୂପ) — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଅତ୍ୟନ୍ତ କ୍ଳାନ୍ତ କରିବା ବା ପରିଶ୍ରମ କରାଇବା — (figurative) To cause a person to labour hard; to tire or weary a person
- ଦେ. କ୍ରି. (ପାଣି ପିଇବାର ଣିଜନ୍ତ ରୂପ) — [ଦ୍ର—ଲୋକ ଅତ୍ୟଧିକ ପରିଶ୍ରମ କରି ଅତ୍ୟନ୍ତ କ୍ଳାନ୍ତ ହୋଇ— ଗଲେ ତୃଷାର୍ତ୍ତ ହୋଇ ପାଣି ପିଇବାକୁ ବାଧ୍ୟ ହୁଏ।]