ପାଣି ପଶା Pāṇi paṡā

  • ଦେ. ବିଣ. (ସଂ. ପାନୀୟ+ପ୍ରବେଶ) — ପାଣି ଲାଗି ନଷ୍ଟ ହୋଇଥିବା (ଧାନ, ଚାଉଳ, ଶସ୍ୟ) — Spoiled by coming in contact with water
  • ଦେ. ବିଣ. (ସଂ. ପାନୀୟ+ପ୍ରବେଶ) — [ଦ୍ର—ପାଣି ପଶା ଧାନ, ଚାଉଳ, ଶସ୍ୟ ଆଦି ବିସ୍ୱାଦ ହୁଏ।]