ପାଣି ପରି Pāṇi pari

  • ଦେ. କ୍ରି. ବିଣ — ଅନର୍ଗଳ ବା ପ୍ରାଞ୍ଜଳ ରୂପ — Fluently
  • ଦେ. କ୍ରି. ବିଣ — (ଯଥା—ପାଣି ପରି ପଇଟେଇବା।)
  • ଦେ. କ୍ରି. ବିଣ — ଅଜସ୍ର (ବ୍ୟୟ କରିବା) — Copiously