ପାଣି ପବନ Pāṇi pabana

  • ଦେ. ବି. (ସହଚର) (ସଂ. ପାନୀୟ+ପବନ) — ବର୍ଷା ଓ ତୋଫାନ; ଝଡ଼ ଓ ବରଷା — Rain accompanied with wind
  • ଦେ. ବି. (ସହଚର) (ସଂ. ପାନୀୟ+ପବନ) — ଜଳ ବାୟୁ; ଆବ୍ ହାଉଆ — Climate