ପାଣି ପଟା Pāṇi paṭā

  • ଦେ. ବି — ଚାଳର ଶେଷରେ ରୁଅମାନଙ୍କ ମୁଣ୍ଡରେ ଦିଆ ଯାଇଥିବା ମୁହଁ ପଟା — The plate which is put to the lower ends of the rafters in a thatched house,
  • ଦେ. ବି — [ଦ୍ର—ଏ ପଟା ଚାଳର ଛଣ ଓ ଖପରଲୀକୁ ଅଟକାଇ ରଖେ।]