ପାଣି ନ ଗଳିବା Pāṇi na gaḻibā

  • ଦେ. ବି. — ଛିଦ୍ରଶୂନ୍ୟତା ଯୋଗୁଁ ଜଳ ଭେଦି ନ ପାରିବା ଅବସ୍ଥା — Imperviousness
  • ଦେ. ବି. — (ଲକ୍ଷଣାର୍ଥ) ଦୁଇଜଣଙ୍କ ମଧ୍ୟରେ ଅଭେଦ୍ୟ ପ୍ରୀତି — Close intimacy between two persons