ପାଣି ଧଣ୍ଡ Pāṇi dhaṇḍa
- ଦେ. ବି—(ସଂ. ପାନୀୟ+ଡୁଣ୍ଡୁଭ) — ବିଷହୀନ ଜଳଚର ସର୍ପ ବିଶେଷ — Water- snake; Homalopsidae
- ଦେ. ବି—(ସଂ. ପାନୀୟ+ଡୁଣ୍ଡୁଭ) — କେଉଁ ଦିନ ପୁଣି ସେ ବନକୁ ବାହାରିଲେ, ଭେଣ୍ଡା ପାଣି ଧଣ୍ଡାଏ ଶୋଇଛି ଦେଖିଲେ। କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. ବି—(ସଂ. ପାନୀୟ+ଡୁଣ୍ଡୁଭ) — [ଦ୍ର—ଏମାନେ ଛୋଟ ଛୋଟ ମାଛ ଓ ଗେଣ୍ଡା କଙ୍କଡ଼ା ଖାଆନ୍ତି।]