ପାଣି ଦିଆ Pāṇi diā

  • ଦେ. ବିଣ — ଦୃଢ଼ କରିବା ନିମନ୍ତେ ନିର୍ଦ୍ଦିଷ୍ଟ ସମୟରେ ଉତ୍ତପ୍ତ ଅବସ୍ଥାରେ ପାଣିରେ ବୁଡ଼ାଯାଇଥିବା (ଶସ୍ତ୍ରାଦି) — Well tempered (iron weapon etc.)
  • ଦେ. ବିଣ — ତଦନ୍ତରେ ପାଣି କି ପାଣିଦିଆ ଖଣ୍ଡା—କୃଷ୍ଣସିଂହ, ମହଭାରତ, ବନ।
  • ଦେ. ବିଣ — (ଲକ୍ଷଣାର୍ଥ) ଶାଣିତ — Whetted; sharpened
  • ଦେ. ବିଣ — ଜଳବାହକ (ବ୍ୟକ୍ତି) — (a person) Who carries water