ପାଣି ଦଳ Pāṇi daḻa
- ଦେ. ବି — ଜଳଜ ବା ଅର୍ଦ୍ଧ ଜଳଜ ଘାସ — A kind of aquatic grass; Echinochla Colona (Haines); Paniculum Ripens (Kirtikar)
- ଦେ. ବି — [ଦ୍ର—ପ୍ରଥମେ ଏହାର ଚେରଗୁଡ଼ିକ ଭାସୁଥାଏ। ଏ ଘାସର ପତ୍ର ଲମ୍ବରେ 2 ଫୁଟ ଠାରୁ 4 ଫୁଟ ପର୍ଯ୍ୟନ୍ତ ବଢ଼େ। ଏହା ଗୋରୁ ଗାଈ ଓ ଘୋଡ଼ାଙ୍କ ଖାଦ୍ୟ ରୂପେ ବ୍ୟବହୃତ। ଏହାର ସ୍ତର କ୍ରମେ ଜଳାଶୟ ଉପରେ ମାଡ଼ିଯାଇ ଏଡ଼େ ଶକ୍ତ ହୁଏ ଯେ, ଏହା ଉପରେ ପିଲା ଓ ବାଛୁରୀମାନେ ଚାଲି ଯାଇ ପାରନ୍ତି ଓ ଏହାର ଚେର କ୍ରମଶଃ ଜଳାଶୟର ତଳ ଦେଶରେ ଯାଇ ମାଡ଼େ।] — [ଦ୍ର—ପ୍ରଥମେ ଏହାର ଚେରଗୁଡ଼ିକ ଭାସୁଥାଏ ଏ ଘାସର ପତ୍ର ଲମ୍ବରେ2ଫୁଟ ଠାରୁ4ଫୁଟ ପର୍ଯ୍ୟନ୍ତ ବଢ଼େ ଏହା ଗୋରୁ ଗାଈ ଓ ଘୋଡ଼ାଙ୍କ ଖାଦ୍ୟ ରୂପେ ବ୍ୟବହୃତ ଏହାର ସ୍ତର କ୍ରମେ ଜଳାଶୟ ଉପରେ ମାଡ଼ିଯାଇ ଏଡ଼େ ଶକ୍ତ ହୁଏ ଯେ, ଏହା ଉପରେ ପିଲା ଓ ବାଛୁରୀମାନେ ଚାଲି ଯାଇ ପାରନ୍ତି ଓ ଏହାର ଚେର କ୍ରମଶଃ ଜଳାଶୟର ତଳ ଦେଶରେ ଯାଇ ମାଡ଼େ]