ପାଣି ତୋଳା Pāṇi toḻā

  • ଦେ. ବି. (ସଂ. ପାନୀୟ+ଉତ୍ତୋଳନ) — 'ଦଣ୍ଡଜାତ' ସଂକଳ୍ପ କରିଥିବା ବ୍ୟକ୍ତିମାନେ ବାଦ୍ୟ ସହିତ ସନ୍ଧ୍ୟା ବେଳେ ଗୋଟିଏ ପୋଖରୀକୁ ଯାଇ ସେଠାରେ ସ୍ନାନକରି ସେଠାରୁ ପାଣି ଆଣିବା ଉତ୍ସବ — The ceremony of bringing water from a tank after bathing there, performed by the observers of the vow in 'Daṇḍajāta'
  • ଦେ. ବି. (ସଂ. ପାନୀୟ+ଉତ୍ତୋଳନ) — [ଦ୍ର—ପାଣିତୋଳା ଦିନଠାରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ହବିଷ୍ୟ କରନ୍ତି।]
  • ଦେ. ବି. (ସଂ. ପାନୀୟ+ଉତ୍ତୋଳନ) — ବିବାହାଦି କର୍ମରେ ପ୍ରତିବେଶୀମାନଙ୍କ ଗୃହରୁ ଜଳ ସଂଗ୍ରହ ରୂପ ମଙ୍ଗଳ କର୍ମ — The ceremony of collecting water from the houses of neighbours on occasions of marriage