ପାଣି ଢାଳିବା Pāṇi ḍhāḻibā

  • ଦେ. କ୍ରି — କୌଣସି ପାତ୍ରରୁ ପାଣି ଇଡ଼ିବା — To pour out water from a pot
  • ଦେ. କ୍ରି — ଶିବ ଲିଙ୍ଗଙ୍କ ଉପରେ ଜଳ ଅଜାଡ଼ିବା — To pour out water on the image of Ṡiba
  • ଦେ. ବି — ବହୁ ପରିମାଣରେ ବର୍ଷା ହେବା — Raining in torrents