ପାଣି ଟେକିବା Pāṇi ṭekibā
- ଦେ. କ୍ରି — କୌଣସି ବସ୍ତୁ ବା ଭୂମି ଆଦି ବ୍ରାହ୍ମଣକୁ ଦାନ କରିବା ପୂର୍ବରୁ ସଂକଳ୍ପ ମନ୍ତ୍ର ଉଚ୍ଚାରଣ ପୂର୍ବକ ବ୍ରାହ୍ମଣ ହାତକୁ ମୁନ୍ଦିଏ ପାଣି ଦେବା — To make over a handful of water to a Brāhmaṇa by reciting some formulas before handing over a gift
- ଦେ. କ୍ରି — ଶତ୍ରୁର ଅମଙ୍ଗଳ କାମନା କରି ଦେବତାଙ୍କ ନାମ ଧରି ପାଣି ଆଞ୍ଜୁଳା ଢାଳିବା — To offer handfuls of water by invoking a Deity and wishing one's enemy evil
- ଦେ. କ୍ରି — ତର୍ପଣ ସମୟରେ ଦେବତା ଓ ପିତୃଆଦିଙ୍କୁ ଅର୍ଘ୍ୟ ଦେବା — To offer libations of water to the spirits of one's deceased ancestors