ପାଣି ଛେଦେଇବା Pāṇi chhedeibā

  • ଦେ. କ୍ରି. (ସଂ. ପାନୀୟ+ଉତ୍ସର୍ଜନ) — ଡଙ୍ଗା ମଧ୍ୟରେ ଝରି କରି ପଶିଥିବା ପାଣିକୁ ବେଣ୍ଟୁଆ ଦ୍ୱାରା ଉଠାଇ ବାହାରକୁ ଫୋପାଡ଼ିବା — To bale out water which has leaked into a boat through the fissures, by means of a wooden cup