ପାଣି ଛୁଆଁ ଜାତି Pāṇi chhuāñ jāti
- ଦେ. ବି. (ସଂ. ପାନୀୟ+ସ୍ପର୍ଶ) — ଯେଉଁ ଶୂଦ୍ର ଜାତିଙ୍କ ସ୍ପୃଷ୍ଟଜଳ ବ୍ରାହ୍ମଣାଦି ଉଚ୍ଚ ଜାତିଙ୍କ ବ୍ୟବହାର୍ଯ୍ୟ ଓ ପେୟ — High caste Ṡūdras, the water touched by whom can be drunk and used by Brāhmaṇas and people of other high castes
- ଦେ. ବି. (ସଂ. ପାନୀୟ+ସ୍ପର୍ଶ) — (ପାଣି ଅଛୁଆଁ ଜାତି ତଳେ ନୋଟ ଦେଖ।)