ପାଣି ଛିଡ଼ିକା Pāṇi chhiṟḍ̠ikā

  • ଦେ. ବି — ଯେଉଁ ପାଣି ପ୍ରଥମେ ଭୂପୃଷ୍ଠରେ ପଡ଼ି ତହିଁରୁ ପ୍ରତିଘାତ ପାଇ କଡ଼ବାଗରେ ଅନ୍ୟ ବସ୍ତୁରେ ପଡ଼େ — Splatter; splashing of water on a thing after coming in contact with the ground