ପାଣି ଛାଟ Pāṇi chhāṭa
- ପ୍ରାଦେ. (ଆଳି) ବି — ପାଣିପାଟିଆ (ଦେଖ) — Pāṇipāṭiā (See)
- ଦେ. ବି — ଯେଉଁ ବର୍ଷାଜଳ ତୀର୍ଯ୍ୟକ୍ଭାବରେ କୌଣସି ବସ୍ତୁ ଉପରେ ପଡ଼େ — Rain water which splashes a thing in a slanting manner
- ଦେ. ବି — ତୀର୍ଯ୍ୟକ୍ଭାବରେ କୌଣସି ବସ୍ତୁକୁ କଡ଼ପାଖରୁ ବା ତଳଆଡ଼ୁ ଯେଉଁ ପାଣି ଛଟାଯାଏ — Water splashed on a thing from a side or from below