ପାଣି ଛଡ଼େଇବା Pāṇi chhaṟḍ̠eibā
- ଦେ. କ୍ରି — ପହଣି ବା ବାଟ ମେଲା କରି ଜଳପୂର୍ଣ୍ଣ କିଆରିରେ ଜମା ହୋଇଥିବା ପାଣିକୁ ନିକାଶି କରାଇବା — To open out a way for accumulated water
- ଦେ. କ୍ରି — ମନ୍ତ୍ରପାଠ ବା ଦେବତାଙ୍କ ନାମ ଉଚ୍ଚାରଣ ପୂର୍ବକ ଦେବତାଙ୍କ ନିବେଦିତ ଭୋଗର ଚାରିପାଖେ ଚଳେ ପାଣି ବୁଲାଇ ଦେବା; ଉତ୍ସର୍ଗ କରିବା — To offer some article to a Deity by encircling it with a handful of water
- ଦେ. କ୍ରି — (ଜୀବନର) ଆଶା ପରିତ୍ୟାଗ କରିବା — To give up the hope of one's life
- ଦେ. କ୍ରି — କୌଣସି କାର୍ଯ୍ୟ ପାଇଁ ଜୀବନ ଉତ୍ସର୍ଗ କରିବା — To dedicate one's life for a certain object
- ଦେ. କ୍ରି — x x x ଜୀବନକୁ ବି ପାଣି ଛଡ଼େଇ ଦେଇଛୁଁ। ଭିକାରୀ, କଟକ ବିଜୟ।