ପାଣି ଘିନିବା Pāṇi ghinibā
- ଦେ. କ୍ରି—(ସଂ. ପାନୀୟ+ଗ୍ରହଣ; ପ୍ରା. ଘେନଣ) — ମୂତ୍ର ତ୍ୟାଗ ପରେ ଲିଙ୍ଗ ବା ଯୋନିକୁ ଜଳଦ୍ୱାରା ଧୌତ କରିବା — To wash the private parts after making water
- ଦେ. କ୍ରି—(ସଂ. ପାନୀୟ+ଗ୍ରହଣ; ପ୍ରା. ଘେନଣ) — ଏ ବାହାରେ ସେ ଛିଡ଼ା ହୋଇଣ ମୁତନ୍ତି ପାଣି ଘେନିବାର କଥାଟି ନ ଜାଣନ୍ତି। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
- ଦେ. କ୍ରି—(ସଂ. ପାନୀୟ+ଗ୍ରହଣ; ପ୍ରା. ଘେନଣ) — ମଳତ୍ୟାଗ ପରେ ଜଳଦ୍ୱାରା ଶୌଚ ହେବା; ଛଅଁଚିବା — To wash the posteriors after evacuation