ପାଣି ଗଡ଼ିବା Pāṇi gaṟḍ̠ibā
- ଦେ. ବି — କୌଣସି ଉଚ୍ଚ ଜଳପୂର୍ଣ୍ଣ ସ୍ଥାନରୁ ନିମ୍ନ ଜାଗାକୁ ଜଳ ବହି ଆସିବା — The flowing down of water
- ଦେ. ବି — ମୁଖରୁ ପାଣି ବା ଲାଳ ବହିବା — The watering of the mouth
- ଦେ. ବି — ଅଣ୍ଡକୋଷ ଜଳପୂର୍ଣ୍ଣ ହୋଇ ସ୍ଫିତ ହେବା — The swelling of the testicle; hydrocele