ପାଣି ଗତ Pāṇi gata

  • ସଂ. ବିଣ—( 2 ୟା ତତ୍; ପାଣି+ଗତ) — କରଗତ; ଆପଣାର ହାତ ମୁଠା ଭିତରକୁ ଆସିଥିବା (ବସ୍ତୁ) — Brought under control; come to the hand
  • ସଂ. ବିଣ—( 2 ୟା ତତ୍; ପାଣି+ଗତ) — ଟାକିଛ ସୁଧାଂଶୁ କଳାକୁ ଆକାଶୁଁ କରିବାକୁ ପାଣିଗତ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ. ଗୀତ।