ପାଣି ଖାଇବା Pāṇi khāibā

  • ଦେ. କ୍ରି — ଜଳ ପାନ କରିବା — To drink water
  • ଦେ. କ୍ରି — ଜଳଖିଆ କରିବା — To take light refreshment
  • ଦେ. କ୍ରି — [ଦ୍ର—ପ୍ରକୃତରେ ପାଣିକୁ ଖାଆନ୍ତି ନାହିଁ—ପିଅନ୍ତି।]
  • ଦେ. କ୍ରି — (ଅଟା, ମଇଦା ବା ରନ୍ଧାହେବା ଦ୍ରବ୍ୟ)—ଜଳ ଶୋଷିବା — (said of flour) To suck or take in much water
  • ଦେ. କ୍ରି — (କୌଣସି ଶୁଖିଲା ସ୍ଥାନ) ବହୁତ ପାଣି ଶୋଷି ନେବା — (a dry place) To assimulate or suck in water