ପାଣି କୁହୁଡ଼ି Pāṇi kuhuṟḍ̠i

  • ଦେ. ବି — ଶୀତଋତୁ ଛଡ଼ା ଅନ୍ୟ ସମୟରେ ହେବା କୁହୁଡ଼ି; ରଣ କୁହୁଡ଼ୀ — Fog appearing in seasons except winter, indicating early rain
  • ଦେ. ବି — [ଦ୍ର—ଏହାଦ୍ୱାରା ତିନି ଦିନ ପରେ ବର୍ଷା ହେବାର ସୂଚନା ମିଳେ।]
  • ଦେ. ବି — ବନ୍ୟଘାସବିଶେଷ — A kind of wild grass; Panicum Millare (Haines)