ପାଣି କାଚ Pāṇi kācha

  • ଦେ. ବି (ସଂ. ପାଣି+କାଚ) — ହାତରେ ପିନ୍ଧିବା ସରୁଆ କାଚ ଅଳଙ୍କାରବିଶେଷ — A kind of slender glass bangle
  • ଦେ. ବି (ସଂ. ପାଣି+କାଚ) — ସେ ଭୁଜେ ବାନ୍ଧିଛ ରୂପା ସୂତା ବିଦମାଳୀ ପାଣିରେ ତା ପାଣିକାଚ ମିହ୍ନା କଡ଼ିଆଳୀ ଯେ—ଭଞ୍ଜ, ଲାବଣ୍ୟବତୀ।