ପାଣି କମିବା Pāṇi kamibā

  • ଦେ. ବି — କୁଅ, ପୋଖରୀ, ନଈଆଦିରୁ ଗ୍ରୀଷ୍ମ ଋତୁରେ ଜଳ ଅଳ୍ପ ହୋଇଯିବା — The decrease of water in a well, tank or river during summer