ପାଣି ଉତାରିବା Pāṇi utāribā

  • ଦେ. କ୍ରି. (ହିନ୍ଦୀରୁ ଅନୁକୃତ) — କୌଣସି ଲୋକଙ୍କୁ ବେଇଜ୍ଜତ୍ ବା ଅବମାନିତ କରିବା — To insult or humiliate a person