ପାଠ Pāṭha
- ସଂ. ବି (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ) — ପଠନ; ଲେଖାଥିବା ବିଷୟକୁ ପଢ଼ିବା — Reading of any written matter; perusal
- ସଂ. ବି (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ) — ଆବୃତ୍ତି — Recital
- ସଂ. ବି (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ) — (ଯଥା—ସ୍ତୋତ୍ରପାଠ; ବେଦପାଠ; ମନ୍ତ୍ରପାଠ।)
- ସଂ. ବି (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ) — ପୁସ୍ତକର ପଠନୀୟ ଅଂଶ — Text of a book; the readable portion of a book
- ସଂ. ବି (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ) — ବିଦ୍ୟାଶିକ୍ଷା; ପଢ଼ାପଢ଼ି; ଅଧ୍ୟୟନ — Learning; study
- ସଂ. ବି (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ) — ସନ୍ଥ; ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭ୍ୟାସ ବା ଆୟତ୍ତ କରିବା ପାଇଁ ଗୁରୁଙ୍କଦ୍ୱାରା ଛାତ୍ର ପ୍ରତି ନିରୂପିତ ପାଠ୍ୟ ବିଷୟ — A lesson given to a pupil for preparing in a fixed time
- ସଂ. ବି (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ) — ଅଧ୍ୟାପନ; ପଢ଼ାଇବା — Teaching
- ସଂ. ବି (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ) — କୌଣସି ବିଷୟ ବା ପଦ ବା ଶବ୍ଦ ଏକ ଗ୍ରନ୍ଥର ଭିନ୍ନ ଭିନ୍ନ ସଂସ୍କରଣରେ ଯେଉଁପରି ଲେଖା ଯାଇଥାଏ — Different readings of the same matter or word or line found in different editions or copies of the same book
- ଦେ. ବି — ଶିକ୍ଷାଲାଭ — Education; attainment of learning
- ଦେ. ବି — ଦୋଳଯାକେ ଭାତ (ଶେଷ), ବିଭାଯାକେ ପାଠ—ଢଗ।
- ଦେ. ବି — ପାଠ୍ୟ ପୁସ୍ତକ (ଯଥା—ବାଳିକା ପାଠ; ଦ୍ୱିତୀୟ ପାଠ) — Text book; reader
- ଦେ. ବି — ଧର୍ମଶାସ୍ତ୍ର — The scripture