ପାଠ ପଢୁଆ Pāṭha paṟḍ̠ẖuā
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେଉଁ ଛାତ୍ର ବିଦ୍ୟା ଶିକ୍ଷା କରୁଅଛି — Studying; being educated
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ଶିକ୍ଷିତ; ଯେ ବିଦ୍ୟାଶିକ୍ଷା କରିଅଛି — 3. Educated
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେ ବିଦ୍ୟାଶିକ୍ଷା ଦେଉ ଅଛନ୍ତି — Teaching; imparting education
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେଉଁ ଗୁରୁଙ୍କ ଠାରେ କୌଣସି ବ୍ୟକ୍ତି ବାଲ୍ୟ କାଳରେ ବିଦ୍ୟା ଶିକ୍ଷା କରିଥିଲେ — One who had been a person's teacher in the latter's boy hood