ପାଠ ପଢ଼ିବା Pāṭha paṟḍ̠ẖibā
- ଦେ. କ୍ରି.—(ସଂ. ପାଠ+ପଠ୍ ଧାତୁ) — ବିଦ୍ୟାଶିକ୍ଷା କରିବା; ଶିକ୍ଷକଙ୍କ ଠାରୁ ବିଦ୍ୟା ଲାଭ କରିବା — To acquire learning; to undergo a course of education
- ଦେ. କ୍ରି.—(ସଂ. ପାଠ+ପଠ୍ ଧାତୁ) — ନିର୍ଦ୍ଦିଷ୍ଟ ପାଠ ବା ସନ୍ଥକୁ ଅଭ୍ୟାସ କରିବା — To be engaged in studying a particular lesson
- ଦେ. କ୍ରି.—(ସଂ. ପାଠ+ପଠ୍ ଧାତୁ) — (ଲକ୍ଷଣାର୍ଥ) (କଚିରିଆ)—ମାମଲତକାରଙ୍କଦ୍ୱାରା (ସାକ୍ଷୀ) ମକଦମା ପଡ଼ିବା ପୂର୍ବରୁ ତାଲିମ୍ ହେବା — (figurative-(a witness)To be coached beforehand