ପାଠୋଦ୍ଧାର Pāṭhoddhāra

  • ସଂ. ବି. ( 6 ଷ୍ଠୀ ତତ୍; ପାଠ+ଉଦ୍ଧାର) — ପୁସ୍ତକରେ ଦେଖାଯିବା କୌଣସି ଦୁରୂହ ବା ଅବୋଧ୍ୟ ପଦ ବା ବାକ୍ୟର ଅର୍ଥକୁ ବୋଧଗମ୍ୟ କରାଇବା — The elucidation of any knotty or obscure passage in a book