ପାଠୀନ Pāṭhīna

  • ସଂ. ବି. (ପାଠ+ସଂଜ୍ଞାର୍ଥେ ଈନ୍) — ପାଠକ — Reader
  • ସଂ. ବି. (ପାଠ+ସଂଜ୍ଞାର୍ଥେ ଈନ୍) — (ପାଠୀ=ପୃଷ୍ଠ +ନମ୍ ଧାତୁ= ଶବ୍ଦ କରିବା+ଅ)—ବାଳିଆମାଛ — Boal fish
  • ସଂ. ବି. (ପାଠ+ସଂଜ୍ଞାର୍ଥେ ଈନ୍) — [ଦ୍ର—ଏହା ଶ୍ଳେଷ୍ମକର ଓ ବଳ- ବର୍ଦ୍ଧକ, ଏହାଦ୍ୱାରା ରକ୍ତ ଓ ପିତ୍ତ ଦୂଷିତ ହୁଏ ଏବଂ କୁଷ୍ଠରୋଗ ଉତ୍ପନ୍ନ ହୁଏ। ଏହା ମାଂସଭୋଜୀ ଓ ଶବଭୋଜୀ।]
  • ସଂ. ବି. (ପାଠ+ସଂଜ୍ଞାର୍ଥେ ଈନ୍) — ଗୁଗ୍ଗୁଳ ବୃକ୍ଷ — Amyris Agallochum (tree)