ପାଠାଭ୍ୟାସ Pāṭhābhyāsa

  • ସଂ. ବି. ( 6 ଷ୍ଠୀ ତତ୍; ପାଠ+ଅଭ୍ୟାସ) — ବିଦ୍ୟାନୁଶୀଳନ; ପାଠ ପ୍ରସ୍ତୁତ କରିବା — Preparing a lesson; studying