ପାଠଶାଳା Pāṭhaṡāḻā

  • ସଂ. ବି. ସ୍ତ୍ରୀ.—( 6 ଷ୍ଠୀ ତତ୍; ପାଠ+ଶାଳା=ଗୃହ) — ବିଦ୍ୟାଳୟ; ସ୍କୁଲ — School
  • ଦେ. ବି. — ଲୋଅର୍ ପ୍ରାଇମେରୀ ସ୍କୁଲ୍; ନିମ୍ନ ଶ୍ରେଣୀର ବିଦ୍ୟାଳୟ; ନିମ୍ନ ପ୍ରାଥମିକ ବିଦ୍ୟାଳୟ; ଚାଟଶାଳୀ; ଚାହାଳି — Primary vernacular school