ପାଠଘୋଷା Pāthaghoshā

  • ଦେ. ବି — ମୁଖସ୍ଥ କରିବାପାଇଁ ପୁସ୍ତକର କୌଣସି ଅଂଶର ବାରଂବାର ଆବୃତ୍ତି — Repeating or learning a portion of a book to commit it to memory
  • ଦେ. ବିଣ — ଯେଉଁ ଛାତ୍ର ପାଠକୁ ପଇଟାଇବା ପାଇଁ ବାରଂବାର ଘୋଷେ ବା ମୁଖସ୍ଥ କରେ — Learning by rote; repeatedly reading a lesson aloud to get it by heart