ପାଠ ଶାଠ Pāṭha ṡāṭha

  • ଦେ. ବି.—(ନିରର୍ଥକ ଅନୁଚର ଶବ୍ଦ) — ବିଦ୍ୟାଆଦି — 3. Learning etc
  • ଦେ. ବି.—(ନିରର୍ଥକ ଅନୁଚର ଶବ୍ଦ) — ପାଣ୍ଡିତ୍ୟ ପ୍ରକାଶ — Exhibition of one's learning
  • ଦେ. ବି.—(ନିରର୍ଥକ ଅନୁଚର ଶବ୍ଦ) — ପୁଣି ବୋଇଲେ ହେ ରାଜନ ତୁମ୍ଭ ଭାଟ, ଜିଣି ବହୁ ଦ୍ୱିଜଙ୍କୁ କରି ପାଠ ଶାଠ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି.—(ନିରର୍ଥକ ଅନୁଚର ଶବ୍ଦ) — ବିଦ୍ୟା ଓ ବୁଦ୍ଧି — Learning and intelligence
  • ଦେ. ବି.—(ନିରର୍ଥକ ଅନୁଚର ଶବ୍ଦ) — ଲେଖା ପଢ଼ା — Reading and writing