ପାଟେ କଳି Pāṭe kaḻi

  • ଦେ. ବି. — କଳିର ଏକ ହପ୍ପା; ବୁହେ କଜିଆ — A full course or heat of quarrelling
  • ଦେ. ବି. — ଯଥା—ସେ ମୋ ସଙ୍ଗେ ପାଟେ କଳି କଲା।
  • ଦେ. ବି. — [ଦ୍ର—ବୋଧହୁଏ ପାଟିଏ କଳି =ଯେତେ କଳି କଲେ ପାଟି ଘୋଳି ହୋଇ ଯାଏ।]