ପାଟୁ ପାଟୁ Pāṭu pāṭu

  • ଦେ. ବିଣ. — କ୍ଷୁଧା ବା ତୃଷାରେ ପରିଶୁଷ୍କ କଣ୍ଠତାଳୁ; କ୍ଷୁଧାରେ ବା ତୃଷାରେ ଶୁଷ୍କ ବା ଅସ୍ଥିର — Troubled by the pangs of extreme hunger or thirst; with the mouth parched up owing to thirst and hunger
  • ଦେ. ବିଣ. — କାହାର ପାଟି ହୋଇଯାନ୍ତେ ପାଟୁ ପାଟୁ ପାଣି ଦିଅ ବୋଲି ଲୋକଙ୍କୁ କରେ ଚାଟୁ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
  • ଦେ. ବିଣ. — (ଯଥା—ଉତିଆଣି ପିଲାଟା ଦୁଧ ନ ପାଇ ଭୋକରେ ପାଟୁ ପାଟୁ ହେଲାଣି।)