ପାଟିରେ ବେଙ୍ଗ ବନ୍ଧା ହେବା Pāṭire beṅga bandhā hebā

  • ଦେ. ବି — (ଲକ୍ଷଣାର୍ଥ) କଥା କହିବାର ଶକ୍ତି ନ ଥିବା — Losing one's power of speech
  • ଦେ. ବି — ତୋ ପାଟିରେ କଅଣ ବେଙ୍ଗ ବନ୍ଧା ହୋଇଥିଲା? କୁନ୍ତଳାକୁମାରୀ, ନଅତୁଣ୍ଡୀ। ଖିରି ଖାଇଲା ବେଳକୁ ପୁଅର ମାଆ ହୁଳହୁଳି ବେଳକୁ ପାଟିରେ ଘାଆ। ଢଗ।