ପାଟିକଢ଼ା Pāṭi kaṟḍẖā

  • ଦେ. ବିଣ — ଏକ ବ୍ୟକ୍ତିଦ୍ୱାରା ଅର୍ଦ୍ଧଚର୍ବିତ ବା ଉଚ୍ଛିଷ୍ଟ (ପାନଗୁଆ ଆଦି) — (chewed betel or pieces of nut) Brought out of one's mouth
  • ଦେ. ବିଣ — [ଦ୍ର—ଶିଶୁମାନଙ୍କୁ ବୟସ୍କ ବ୍ୟକ୍ତିମାନେ ସ୍ନେହରେ ଓ ରସିକ ରସିକା ପରସ୍ପରକୁ ଆପଣା ପାଟିକଢ଼ା ପାନ ମୁହଁଦ୍ୱାରା ଦିଅନ୍ତି।]