ପାଟି ହେବା Pāṭi hebā
- ପ୍ରାଦେ (ଗଡ଼ଜାତ) କ୍ରି. — ଘୋଡ଼ାଇ ହୋଇଯିବା; ଆବୃତ ହେବା — To be covered up
- ପ୍ରାଦେ (ଗଡ଼ଜାତ) କ୍ରି. — ସହର ପାଖର ଘରସବୁ ଧୂଳିରେ ପାଟି ହୋଇ ହଳଦିଆ ହୋଇଗଲାଣି। ଉତ୍କଳ ସେବକ (ତା 14. 3. 29 ) — ସହର ପାଖର ଘରସବୁ ଧୂଳିରେ ପାଟି ହୋଇ ହଳଦିଆ ହୋଇଗଲାଣି ଉତ୍କଳ ସେବକ (ତା14. 3. 29)