ପାଟଶାଳିଆ Pāṭaṡāḻiā
- ପ୍ରାଦେ (ଗଞ୍ଜାମ) ବି — ଗଞ୍ଜାମର ପାଟଶାଲି ନାମକ ସ୍ଥାନର ତନ୍ତିମାନଙ୍କ ହାତବୁଣା କପା ସୂତାର ଖୁବ୍ ସରୁ ଲୁଗା — A fine cotton cloth woven by the weavers of a village Pāṭaṡāli in Ganjam
- ପ୍ରାଦେ (ଗଞ୍ଜାମ) ବି — ଗଞ୍ଜାମ ଜିଲ୍ଲାର ତନ୍ତିଜାତିବିଶେଷ — Name of a weaver caste weaving Pāṭaṡālia cloth
- ପ୍ରାଦେ (ଗଞ୍ଜାମ) ବି — [ଦ୍ର - ଏମାନଙ୍କ ହାତକଟା ସୂତାର ଖୁବ୍ ପତଳା ଲୁଗା ଭାରତ— ବିଖ୍ୟାତ। ମାରୱାର ଅଞ୍ଚଳର ତନ୍ତୀମାନେ ଏକପ୍ରକାର ରେଶମୀ ବସ୍ତ୍ର ବୁଣନ୍ତି। ଉକ୍ତ ତନ୍ତୀମାନଙ୍କୁ ହିନ୍ଦିରେ 'ପଟସାଲୀ' ବୋଲାଯାଏ।]
- ପ୍ରାଦେ (ଗଞ୍ଜାମ) ବି — ଦାକ୍ଷିଣାତ୍ୟର ଥିବା ଏକଜାତୀୟ ତନ୍ତୀ — A class of weavers in the Deccan
- ପ୍ରାଦେ (ଗଞ୍ଜାମ) ବି — [ଦ୍ର—ଏମାନେ ଶୈବ ଅଟନ୍ତ; ଏମାନେ ଶିବ ଲିଙ୍ଗ ଆକାରର ଗୋଟିଏ ଗୋଳକକୁ ସୂତାରେ ଗୁନ୍ଥି ବେକରେ ପିନ୍ଧନ୍ତି ଓ କପାଳରେ ଭସ୍ମର 3 ଗାର କାଟନ୍ତି। ଏମାନେ ମଦ୍ୟ ମାଂସ ଖାଆନ୍ତି ନାହିଁ ଓ ଏକ ଗୋତ୍ରରେ ବିବାହ କରନ୍ତି ନାହିଁ; ଏମାନେ ଲିଙ୍ଗାୟତ ସମ୍ପ୍ରଦାୟଭୁକ୍ତ ଅଟନ୍ତି—ହି. ଶ।] — [ଦ୍ର—ଏମାନେ ଶୈବ ଅଟନ୍ତ; ଏମାନେ ଶିବ ଲିଙ୍ଗ ଆକାରର ଗୋଟିଏ ଗୋଳକକୁ ସୂତାରେ ଗୁନ୍ଥି ବେକରେ ପିନ୍ଧନ୍ତି ଓ କପାଳରେ ଭସ୍ମର3ଗାର କାଟନ୍ତି ଏମାନେ ମଦ୍ୟ ମାଂସ ଖାଆନ୍ତି ନାହିଁ ଓ ଏକ ଗୋତ୍ରରେ ବିବାହ କରନ୍ତି ନାହିଁ; ଏମାନେ ଲିଙ୍ଗାୟତ ସମ୍ପ୍ରଦାୟଭୁକ୍ତ ଅଟନ୍ତି—ହି. ଶ]