ପାଟଳିଆ ଲେଧ Pāṭaḻiāledha

  • ଦେ. ବି. (ସଂ. ପଟ୍ଟିକା ଲୋଧ୍ର) ଏକପ୍ରକାର ଆରଣ୍ୟ ବୃକ୍ଷ — The red variety of Simplocos Racemosa (Tree)
  • ଦେ. ବି. (ସଂ. ପଟ୍ଟିକା ଲୋଧ୍ର) [ଦ୍ର—ଏହାର ଗୁଳ୍ମରୁ ଔଷଧ ଓ ରଙ୍ଗ ହୁଏ।]