ପାଟଳା Pāṭaḻā

  • ସଂ. ବି. ସ୍ତ୍ରୀ—(ପାଟ=ବିସ୍ତାର +ଲା ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ) — ଦୁର୍ଗା — A name of Durgā
  • ସଂ. ବି. ସ୍ତ୍ରୀ—(ପାଟ=ବିସ୍ତାର +ଲା ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ) — ପାଟେଳୀ ଗଛ ଓ ଫୁଲ — Sterospermum Suaveolens; Bignonia Suaveolens (tree and flowers)
  • ସଂ. ବି. ସ୍ତ୍ରୀ—(ପାଟ=ବିସ୍ତାର +ଲା ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ) — [ଦ୍ର—ଏହା ନାତିବୃହତ୍ ବନ୍ୟତରୁ; ଫୁଲର ବର୍ଣ୍ଣ ଫକା ନାଲି, ଫୁଲ ସୁଗନ୍ଧ। ଫୁଲ ଡେମ୍ଫରେ ଗୁଚ୍ଛ ହୋଇ ଓହଳି ଥାଏ। ଫୁଲରୁ କେଶର ଝଡ଼ି ଗଛ ମୂଳେ ଗଦା ହୁଏ। ଗ୍ରୀଷ୍ମକାଳରେ ଫୁଲ ଫୁଟେ। ଫଳ ଲମ୍ବା, ସିଧା ଓ ନୀଳ ରକ୍ତ ବର୍ଣ୍ଣ। ଆଉ ଏକ ପ୍ରକାର ଶ୍ୱେତାଭ ପୁଷ୍ପ ଯୁକ୍ତ ପାଟଳିକୁ 'ଘଣ୍ଟା ପାଟଳି' ବୋଲାଯାଏ। (ଘଣ୍ଟା ପାଟଳି ଦେଖ) (ସଂ. ସିତପାଟଳା)। ବୈଦ୍ୟକ ମତରେ ପାଟଳି—କଷାୟ ତିକ୍ତ ରସ, ତ୍ରିଦୋଷଘ୍ନ ଓ ଅରୁଚି, ଶ୍ୱାସ, ଶୋଥ, ରକ୍ତଦୁଷ୍ଟିତ, ବମି, ହିକ୍କା ଓ ତୃଷ୍ଣାନାଶକ।
  • ସଂ. ବି. ସ୍ତ୍ରୀ—(ପାଟ=ବିସ୍ତାର +ଲା ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ) — ଏହାର ପୁଷ୍ପ କଷାୟ ଓ ମଧୁର ରସ, ଶୀତବୀର୍ଯ୍ୟ, କଫ, ରକ୍ତଦୋଷ, ପିତ୍ତ ଓ ଅତିସାର ନାଶକ ଏବଂ କଣ୍ଠଶୋଧକ। ଏହାର ଫଳ ରକ୍ତ ପିତ୍ତ ନାଶକ, ଏବଂ ଏହି ଫଳକୁ ମହୁ ସଙ୍ଗେ ଘୋରି ସେବନ କଲେ ହିକ୍କା ରୋଗ କମିଯାଏ। ଶ୍ୱେତ ପାଟଳି ପାଇଁ ସିତ ପାଟଳା ଦେଖ।]
  • ସଂ. ବି. ସ୍ତ୍ରୀ—(ପାଟ=ବିସ୍ତାର +ଲା ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ) — (ଅନ୍ୟ ସଂ. ନାମ ପିଚ୍ଛଳା) ବିହିଦାନା — Cydonia Vulgaris; quince-seed
  • ସଂ. ବି. ସ୍ତ୍ରୀ—(ପାଟ=ବିସ୍ତାର +ଲା ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ) — [ଦ୍ର—ଏହା ପଶ୍ଚିମ ହିମାଳୟର ଓ ପଞ୍ଜାବର ବନ୍ୟ ବୃକ୍ଷର ଫଳ— ବୀଜ, ଗ୍ରୀଷ୍ମ କାଳରେ ପାଚେ। ବୈଦ୍ୟକ ମତରେ ଏହା ସ୍ନିଗ୍ଧ, କାସଘ୍ନ ମେତ୍ର ଓ ଯୋନିର ଦାହ ନିବାରକ ଓ କ୍ଷତ ସ୍ଥାନର ଜ୍ୱାଳା ନିବାରକ।]
  • ସଂ. ବି. ସ୍ତ୍ରୀ—(ପାଟ=ବିସ୍ତାର +ଲା ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ) — ରକ୍ତ ଲୋଧ୍ର (ହି. ଶ.) (ଦେଖ) — The red variety of Symplocos Racemosa tree
  • ସଂ. ବି. ସ୍ତ୍ରୀ—(ପାଟ=ବିସ୍ତାର +ଲା ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ) — ଜଳକୁଂଭୀ; (ହି. ଶ.); ବୋରଝାଞ୍ଜି — Pistia Stratiotes; an aquatic plant
  • ସଂ. ବିଣ. ସ୍ତ୍ରୀ. (ପାଟଳୀ+ସ୍ତ୍ରୀ. ଆ) — ପାଟଳର ସ୍ତ୍ରୀଲିଙ୍ଗ — Feminine of Pāṭaḻa
  • ଦେ. ବିଣ — ପାଟଳ ବର୍ଣ୍ଣବିଶିଷ୍ଟ — Rose-coloured; rosy