ପାଟଫୁଲି Pāṭaphuli

  • ଦେ. ବି — ପାଟନିର୍ମିତ ଥୋପ — Tassels made of silk
  • ଦେ. ବି — ଘୋଡ଼ାମୁଣ୍ଡେ ପାଟଫୁଲି; ଘୋଡ଼ା ଯାଇଥିଲା ବଜାରବୁଲି, ରାତି ହେଲା ଦଶଘଡ଼ି। ଚଇତି ଘୋଡ଼ା ଗୀତ।
  • ଦେ. ବି — ଫୁଲିଲଗା କସ୍ତା ସୂତାର ଫିତା — Tassellated tape
  • ଦେ. ବି — [ଦ୍ର—ଏହା ସ୍ତ୍ରୀଲୋକଙ୍କ ଜୁ଼ଡ଼ାରେ ଭିଡ଼ାଯାଏ। ]
  • ଦେ. ବି — କୁରୁବକ; ରକ୍ତଝିଣ୍ଟି — The red-flowered veriety of Barlaria
  • ଦେ. ବି — [ଦ୍ର—ଏହି ଫୁଲର ରଙ୍ଗ ଆରକ୍ତ; କଦମ୍ବଫୁଲ ପରି ଆକାର।]