ପାଟ ଜଡ଼ା Pāṭa jaṟḍ̠ā

  • ପ୍ରାଦେ. (ମେଦିନୀପୁର, ଯାଜପୁର)—ବି — ବିଲାତି ବାଇଗବା (ଦେଖ) — Bilāti bāigabā (See)
  • ପ୍ରାଦେ. (ମେଦିନୀପୁର, ଯାଜପୁର)—ବି — ନାଲିଗବ; ରକ୍ତୈରଣ୍ଡ — The red variety of the castor seed plant