ପାଟ ଛତି Pāṭa chhati
- ଦେ. ବି.—(ସଂ. ପଟ୍ଟ+ଛତ୍ର) — ରାଜା ଓ ଦେବତାଙ୍କ ଉପରେ ଟେକା ଯାଉଥିବା ରେସମ କନାରେ ଆବୃତ ଛତା — রেসমেরছাতিपाटकी छतरीSilken umbrella held over Rajas and idols
- ଦେ. ବି.—(ସଂ. ପଟ୍ଟ+ଛତ୍ର) — ପ୍ରଫୁଲ୍ଲ ପ୍ରସୂନ ଧରନ୍ତି ତା ଶିରେ ରଜୋଚିତ ପାଟଛତି— ନନ୍ଦକିଶୋର, ଶର୍ମିଷ୍ଠା।