ପାଟ ଚୋଳୀ Pāṭa choḻī

  • ଦେ. ବି.—(ସଂ. ପଟ୍ଟ+ଚୋଳ) — ପାଟର କାଞ୍ଚିଲା — A bodice of silk
  • ଦେ. ବି.—(ସଂ. ପଟ୍ଟ+ଚୋଳ) — ବିଳସିତା ଇନ୍ଦ୍ରଗୋପ ବେଶ୍ୟା ପାଟଚୋଳୀ ଭଞ୍ଜ, ବୈଦେହୀଶବିଳାସ।