ପାଟ କେରାଣ୍ଡି Pāṭa kerāṇḍi

  • ଦେ. ବି. — ଏକପ୍ରକାର କେରାଣ୍ଡି ମାଛ — A kind of Barb fish; Barbs Conchonius
  • ଦେ. ବି. — [ଦ୍ର—ଏହି ମାଛର କଡ଼ ପାଖର ମଝିରେ ଗୋଟିଏ ନାଲିଗାର ଥାଏ ଓ ଏହାର ଦେହ ଈଷତ୍ ହରିଦ୍ବର୍ଣ୍ଣ ]